କଂଗ୍ରେସକୁ ଜୋରଦାର ଝଟ୍‌କା, ଏକାସାଙ୍ଗେ ଦଳ ଛାଡ଼ିଲେ ୪୧ ନେତା

କଂଗ୍ରେସକୁ-ଜୋରଦାର-ଝଟ୍‌କା,-ଏକାସାଙ୍ଗେ-ଦଳ-ଛାଡ଼ିଲେ-୪୧-ନେତା

କଂଗ୍ରେସକୁ ଜୋରଦାର ଝଟ୍‌କା, ଏକାସାଙ୍ଗେ ଦଳ ଛାଡ଼ିଲେ ୪୧ ନେତା

Published By: Kirti – Prameya-News7 Bureau | January 24, 2026 12:40 PM

NEWS7

congress

ଭୁବନେଶ୍ୱର ୨୪।୦୧ : କଂଗ୍ରେସକୁ ଝଟ୍‌କା । ଗୋଟିଏ ପଟେ ଦଳ ସୁଧାରିବାକୁ ଘନ ଘନ ବୈଠକ ବସୁଛି । ହେଲେ ଦଳ ସୁଧୁରିବ କଣ.. ଏବେ ଦଳ ଛାଡ଼ିଲେଣି ପୁଳା ପୁଳା ନେତା । ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଜୋରଦାର ଝଟ୍‌କା । ଏକାସାଙ୍ଗେ ୪୧ କଂଗ୍ରେସ ନେତା ପାର୍ଟି ଛାଡ଼ିଥିବା ଜଣାପଡିଛି । ଏକାସାଙ୍ଗେ ନିଜ ଇସ୍ତଫା ଦେଇଛନ୍ତି । ଦଳରେ ଚାଲିଥିବା ଅନ୍ତଃକନ୍ଦଳ ଲାଗି ଇସ୍ତଫା ଦେଇଥିବା ଜଣାପଡିଛି ।

Scroll to Top