ନବୀନ ନିବାସରେ ବଡ଼ ହଲଚଲ, ପହଞ୍ଚିଲେ ପୁରୁଣା ବନ୍ଧୁ ଅନଙ୍ଗ ଉଦୟ ସିଂହ ଦେଓ

ନବୀନ-ନିବାସରେ-ବଡ଼-ହଲଚଲ,-ପହଞ୍ଚିଲେ-ପୁରୁଣା-ବନ୍ଧୁ-ଅନଙ୍ଗ-ଉଦୟ-ସିଂହ-ଦେଓ

ନବୀନ ନିବାସରେ ବଡ଼ ହଲଚଲ, ପହଞ୍ଚିଲେ ପୁରୁଣା ବନ୍ଧୁ ଅନଙ୍ଗ ଉଦୟ ସିଂହ ଦେଓ

Published By: Ruby – Prameya-News7 Bureau | January 23, 2026 11:38 AM

NEWS7

Naveen Niwas

ଭୁବନେଶ୍ବର ୨୩।୧: ନବୀନ ନିବାସରେ ବଡ଼ ହଲଚଲ । ଦୀର୍ଘ ଦିନ ପରେ ପୁରୁଣା ବନ୍ଧୁ ଅନଙ୍ଗ ଉଦୟ ସିଂହ ଦେଓଙ୍କ ସହିତ ନବୀନ ନିବାସରେ ଭେଟଘାଟ । ଶୁକ୍ରବାର ସକାଳୁ ସକାଳୁ ନବୀନ ନିବାସରେ ପହଞ୍ଚିଲେ ଅନଙ୍ଗ ଉଦୟ । ତାଙ୍କ ସହ ନବୀନ ପଟ୍ଟନାୟକଙ୍କ ରାଜନୈତିକ ପରାମର୍ଶଦାତା ସଂତୃପ୍ତ ମିଶ୍ର ଓ ପିଏସି ସଦସ୍ୟ ପ୍ରଣବ ପ୍ରକାଶ ଦାସ ଅଛନ୍ତି ।

ଦୀର୍ଘ ଦିନ ପରେ ଅନଙ୍ଗ ଉଦୟ ସିଂହ ଦେଓଙ୍କ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦଳର ପରାଜୟ ପରେ ନବୀନ ନିବାସ ବିଶେଷ ଆସୁନଥିଲେ ଅନଙ୍ଗ ଉଦୟ । ତେବେ ସେମାନଙ୍କ ମଧ୍ୟରେ କେଉଁ ବିଷୟରେ ଆଲୋଚନା ହେଉଛି ତାହା ସ୍ପଷ୍ଟ ହୋଇନାହିଁ ।

Scroll to Top