ହାଇକୋର୍ଟରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ବଡ଼ ଆଶ୍ଵସ୍ତି

ହାଇକୋର୍ଟରୁ-କେନ୍ଦ୍ରମନ୍ତ୍ରୀ-ଧର୍ମେନ୍ଦ୍ର-ପ୍ରଧାନଙ୍କୁ-ମିଳିଲା-ବଡ଼-ଆଶ୍ଵସ୍ତି

ହାଇକୋର୍ଟରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ବଡ଼ ଆଶ୍ଵସ୍ତି

Published By: Deepak – Prameya-News7 Bureau | November 19, 2025 11:23 PM

NEWS7

Dharmendra Pradhan

କଟକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ବହୁତ ବଡ଼ ଆଶ୍ବସ୍ତି। ତାଙ୍କ ବିରୁଦ୍ଧରେ ଦାୟର ନିର୍ବାଚନୀ ମାମଲା ଖାରଜ ହୋଇଛି। ଦାୟର ମାମଲା ଗ୍ରହଣୀୟ ନୁହେଁ ବୋଲି କହିବା ସହିତ ନିର୍ବାଚନୀ ମାମଲାଜୁ ହାଇକୋର୍ଟ ଖାରଜ କରିଛନ୍ତି। ପରାଜିତ ସ୍ୱାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ପକ୍ଷରୁ ଦାୟର ହୋଇଥିଲା ନିର୍ବାଚନୀ ମାମଲା। ଯେଉଁଥିରେ ସେ ନିର୍ବାଚନର ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ।

ଅନ୍ୟ ପକ୍ଷରେମାମଲାର ଗ୍ରହଣୀୟତାକୁ ଚାଲେଞ୍ଜ କରି ଧର୍ମେନ୍ଦ୍ର ପ୍ରଧାନଙ୍କ ତରଫରୁ ଏକ ମାମଲା ମଧ୍ୟ ଦାୟର ହୋଇଥିଲା।ଧର୍ମେନ୍ଦ୍ରଙ୍କ ଆବେଦନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି ଏବଂ ମୂଳ ନିର୍ବାଚନୀ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ।

Scroll to Top