M

m

ବିହାର ପରେ ନିଶାନାରେ ପଶ୍ଚିମବଙ୍ଗ। ବିହାରରେ ବଡ଼ ବିଜୟ ପରେ ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ‘ଗଙ୍ଗା’ ବିହାର ଦେଇ ବେଙ୍ଗଲ ଯାଇଛି। ‘ସେମିତି କ୍ଷମତା ବିହାର ଦେଇ ବେଙ୍ଗଲ ଯିବ’।

author-image

Narendra Modi

Narendra Modi Photograph: (OTV)

ବିହାର ପରେ ବେଙ୍ଗଲ୍। ବିହାରରେ ବିଜେପିର ବିଶାଳ ବିଜୟ ପରେ ଏବେ ନିଶାନାରେ ପଶ୍ଚିମବଙ୍ଗ। ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସେଲିବ୍ରେସନ୍ ବେଳେ ଏମିତି କିଛି ଇସାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 
ଗଙ୍ଗା ନଦୀ ବିହାର ଦେଇ ବଙ୍ଗଲାକୁ ଯାଇଛି, ସେମିତି ବିଜେପିର କ୍ଷମତା ବିହାର ଦେଇ ପଶ୍ଚିମବଙ୍ଗକୁ ଯିବ। ଆସନ୍ତା କିଛି ମାସରେ ପଶ୍ଚିମ ବଙ୍ଗରେ ବିଧାନସଭା ନିର୍ବାଚନ ରହିଛି। ତାପୂର୍ବରୁ ପିଏମଙ୍କ ଏହି ବୟାନ ରାଜନୀତିକୁ ରୋଚକ କରିଛି।
•    ବିହାର ପରେ ବେଙ୍ଗଲ୍ 
•    ବିହାର ପରେ ନିଶାନାରେ ପଶ୍ଚିମବଙ୍ଗ
•    ବିହାରରେ ବଡ଼ ବିଜୟ ପରେ ସଙ୍କେତ ଦେଲେ 
•    ‘ଗଙ୍ଗା’ ବିହାର ଦେଇ ବେଙ୍ଗଲ ଯାଇଛି 
•    ‘ସେମିତି କ୍ଷମତା ବିହାର ଦେଇ ବେଙ୍ଗଲ ଯିବ’
•    ଆସନ୍ତା କିଛି ମାସରେ ପଶ୍ଚିମବଙ୍ଗରେ ହେବ ନିର୍ବାଚନ

Scroll to Top