ସିବିଆଇ ପଞ୍ଝାରେ ଠକ ଅଜିତ ପାତ୍ର, ବଡ଼ ବଡ଼ ଅଫିସର ଓ ଠିକା ସଂସ୍ଥାଙ୍କୁ ଲଗାଉଥିଲେ ଚୂନ

ସିବିଆଇ-ପଞ୍ଝାରେ-ଠକ-ଅଜିତ-ପାତ୍ର,-ବଡ଼-ବଡ଼-ଅଫିସର-ଓ-ଠିକା-ସଂସ୍ଥାଙ୍କୁ-ଲଗାଉଥିଲେ-ଚୂନ

ଭୁବନେଶ୍ବର ୧୨।୧୧ : ସିବିଆଇ ପଞ୍ଝାରେ ଠକ ଅଜିତ ପାତ୍ର । ନିଜକୁ କେନ୍ଦ୍ର ସରକାରଙ୍କ ବଡ଼ ଅଧିକାରୀର ପରିଚୟ ଦେଇ ଠକୁଥିଲେ ଟଙ୍କା । ଏପିରିକି ବଡ଼ ବଡ଼ ଅଫିସର ଓ ଠିକାସଂସ୍ଥାମାନଙ୍କୁ ମଧ୍ୟ ଚୂନ ଲଗାଇଥିଲେ । ଆଉ ଏବେ ସିବିଆଇ ହାବୁଡ଼ରେ ପଡିଛନ୍ତି ।

Scroll to Top