ଲୋକଙ୍କ ପାଇଁ କଳା କୋର୍ଟ ପିନ୍ଧିଛନ୍ତି । ନ୍ୟାୟର ଲଢ଼େଇ ଲଢ଼ିବାକୁ ଶପଥ ନେଇଛନ୍ତି । ଦିନେ ଯିଏ ସରପଞ୍ଚ ହୋଇ ଜନତାଙ୍କ ସେବା କରୁଥିଲେ ଏବେ ସେ ଓକିଲ ହୋଇ ସାଧାରଣ ଲୋକଟିଏକୁ ନ୍ୟାୟ ଦେଉଛନ୍ତି ।
/odishatv-khabar/media/media_files/2025/11/09/mohana-sarapancha-2025-11-09-17-59-36.jpg)
Mohana-Sarapancha Photograph: (OTV)
ଲୋକଙ୍କପାଇଁକଳାକୋର୍ଟପିନ୍ଧିଛନ୍ତି । ନ୍ୟାୟରଲଢ଼େଇଲଢ଼ିବାକୁଶପଥନେଇଛନ୍ତି । ଦିନେଯିଏସରପଞ୍ଚହୋଇଜନତାଙ୍କସେବାକରୁଥିଲେଏବେସେଓକିଲହୋଇସାଧାରଣଲୋକଟିଏକୁନ୍ୟାୟଦେଉଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ କଟାମା ଗାଁର ରୀନା ପ୍ରଧାନ । ଦିନେରୀନା ରାଜନୀତିରୁକ୍ୟାରିୟର ଆରମ୍ଭ କରିଥଲେ । ୨୦୧୭ରୁ ୨୦୨୨ ଯାଏ ସରପଞ୍ଚ ହୋଇଥିଲେ । ହେଲେଏବେସେ ଲ’ ପାସ୍କରିଓକିଲହୋଇଲୋକଙ୍କପାଇଁଆଇନରଲଢ଼େଇକରୁଛନ୍ତି।
ରୀନା ଜଣେ ଆଦିବାସୀ ମହଳା ।ଯିଏକିପ୍ରଥମକରିନିଜଅଞ୍ଚଳରେଆଦିବାସୀମହିଳାଭାବେ ଆଇନଜୀବୀ ହୋଇଛନ୍ତି।ଚଳିତ ବର୍ଷ ଲ’ ପାସ କରିବା ପରେ ବାର୍ କାଉନସିଲ ସଭ୍ୟ ହୋଇ ମୋହନା ଜେଏମ୍ଏଫସି କୋର୍ଟରେ ପ୍ରାକ୍ଟିସ୍ ଆରମ୍ଭ କରିଛନ୍ତି l ରୀନାଙ୍କ ଦୃଢ଼ ମନୋବଳ ଓ ସେବା ମନବୃତ୍ତି ଆଜି ତାଙ୍କୁ ଉପାନ୍ତ ଅଂଚଳର ଜଣେ ଆଇନଜୀବୀ ଭାବେ ପରିଚୟ ଦେଇଛିl ଯାହାକୁ ନେଇ ଅଞ୍ଚଳବାସୀ ରୀନାଙ୍କ ପାଇଁ ବେଶ ଗର୍ବ ଅନୁଭବ କରିଛନ୍ତି l
ରୀନାଙ୍କଇଚ୍ଛାଶକ୍ତିଆଜିତାଙ୍କୁଦେଇଛିସ୍ବତନ୍ତ୍ରପରିଚୟ।ମହିଳାଓଆଦିବାସୀଯୁବତୀଙ୍କପାଇଁରୀନାପାଲଟିଛନ୍ତିଉଦାହରଣ।




