U

u

ପୁରୀ ଗୁଣ୍ଡିଚା ମନ୍ଦିର ଦଳାଚକଟା ମାମଲାରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍ । ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ ସୁପାରିସ୍ କରାଯାଇଛି।  ୭ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

author-image

PURI-GUNCDICHA

PURI-GUNCDICHA Photograph: (OTV)

ପୁରୀ ଗୁଣ୍ଡିଚା ମନ୍ଦିର ଦଳାଚକଟା ମାମଲାରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍ । ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ ସୁପାରିସ୍ କରାଯାଇଛି।  ୭ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଚଳିତ ରଥଯାତ୍ରା ଦିନ ଦଳାଚକଟା ଘଟଣାରେ କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ଡିସିପି ବିଷ୍ଣୁପ୍ରସାଦ ପତି, କମାଣ୍ଡାଣ୍ଟ ତାପସ ଦାସ, କମାଣ୍ଡାଣ୍ଟ ଶାରଦା ଦାଶ, DSP ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁଙ୍କ ନାଁ ରିପୋର୍ଟରେ ରହିଛି। ଏନେଇ ଗୃହ ବିଭାଗର ଅତିରିକ୍ତ ସଚିବ ଡିଜି ଓ ଆଇଜିଙ୍କୁ ଚିଠି ଲେଖିଛନ୍ତି। ପୁରା ଘଟଣାର ଉନ୍ନୟନ କମିଶନର ତଦନ୍ତ କରିଥିଲେ । ରଥଯାତ୍ରା ପର ରାତିରେ ଘଟିଥିଲା ଅଘଟଣ । ଦଳାଚକଟାରେ ୩ ଜଣଙ୍କ ଯାଇଥିଲା ଜୀବନ … 

‘ଦଳାଚକଟା ପାଇଁ ୭ ଦାୟୀ’
‘ଗୁଣ୍ଡିଚା ମନ୍ଦିର ଦଳାଚକଟାରେ ଏମାନେ ଦାୟୀ’
ପୁରୀ ଗୁଣ୍ଡିଚା ମନ୍ଦିର ଦଳାଚକଟାରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍ 
ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ ସୁପାରିସ୍ 
୭ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଉଲ୍ଲେଖ
ଚଳିତ ରଥଯାତ୍ରା ଦିନ ଦଳାଚକଟା ଘଟଣାରେ ଦାୟୀ କରି ସୁପାରିସ୍ 
କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ଡିସିପି ବିଷ୍ଣୁପ୍ରସାଦ ପତି 
କମାଣ୍ଡାଣ୍ଟ ତାପସ ଦାସ, କମାଣ୍ଡାଣ୍ଟ ଶାରଦା ଦାଶ
ରିପୋର୍ଟରେ DSP ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁଙ୍କ ନାଁ 
ଗୃହ ବିଭାଗର ଅତିରିକ୍ତ ସଚିବ ଲେଖିଲେ ଡିଜି ଓ ଆଇଜିଙ୍କୁ ଚିଠି
ପୁରା ଘଟଣାର ଉନ୍ନୟନ କମିଶନର ତଦନ୍ତ କରିଥିଲେ 
ରଥଯାତ୍ରା ପର ରାତିରେ ଘଟିଥିଲା ଅଘଟଣ 
ଦଳାଚକଟାରେ ୩ ଜଣଙ୍କ ଯାଇଥିଲା ଜୀବନ 

Scroll to Top