ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗ : ଦୁଇ ଜଣଙ୍କ ଘର ଜାଳିଦେଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ହତ୍ୟାକାଣ୍ଡରେ-ସଂପୃକ୍ତି-ଅଭିଯୋଗ-:-ଦୁଇ-ଜଣଙ୍କ-ଘର-ଜାଳିଦେଲେ-ଉତ୍ତ୍ୟକ୍ତ-ଗ୍ରାମବାସୀ

ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗ : ଦୁଇ ଜଣଙ୍କ ଘର ଜାଳିଦେଲେ ଉତ୍ତ୍ୟକ୍ତ ଗ୍ରାମବାସୀ

Published By : Prameya-News7 Bureau | August 10, 2025 IST

BREAKING NEWS

ଦେବଗଡ ୧୦।୮: ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ଜାଳିଦେଲେ ଘର । ଉତ୍ତ୍ୟକ୍ତ ଗ୍ରାମବାସୀ ଆସି ଘର ଜାଳି ଦେଇଥିଲେ ଦୁଇ ଘର । ଦେବଗଡ଼ ଜିଲ୍ଲା ରିଆମାଳ ଥାନା କେନ୍ଦେଇଜୁରୀ ଗ୍ରାମରେ ଏଭଳି ଘଟଣା ଘଟିଛି । 

ସୂଚନାଯୋଗ୍ୟ ଯେ, ଶୁକ୍ରବାର ପଞ୍ଚାୟତ ପିଅନ ଅରୁଣ କୁମାର ଡିଲାଙ୍କ ମୃତଦେହ ଏକ ପୋଖରୀ ନିକଟରୁ ମିଳିଥିଲା । ତେବେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକ । ରବିବାର ଦୁଇ ସନ୍ଦିଗ୍ଧଙ୍କ ଘର ପୋଡିଦେଲେ ଗ୍ରାମବାସୀ । ପୋଡିଥିବା ଦୁଇ ଘର ମାଲିକ ହେଲେ ପ୍ରଭାତ ମହାକୁଳ ଓ କୁମରମଣୀ ପାତ୍ର ।

You Can Read:

କଳିଙ୍ଗ ଷ୍ଟାଡିୟମ୍‌ରେ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତା ଆୟୋଜିତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top