ପୀତବାସ ପଣ୍ଡା ହତ୍ୟା ମାମଲା, ଲିଖିତ ଜବାବ ଦାଖଲ କଲେ ବ୍ରହ୍ମପୁର ଏସ୍‌ପି

ପୀତବାସ-ପଣ୍ଡା-ହତ୍ୟା-ମାମଲା,-ଲିଖିତ-ଜବାବ-ଦାଖଲ-କଲେ-ବ୍ରହ୍ମପୁର-ଏସ୍‌ପି

ପୀତବାସ ପଣ୍ଡା ହତ୍ୟା ମାମଲା, ଲିଖିତ ଜବାବ ଦାଖଲ କଲେ ବ୍ରହ୍ମପୁର ଏସ୍‌ପି

Published By: Prativa – Prameya-News7 Bureau | November 07, 2025 01:37 PM

NEWS7

Pitabas Murder Case

ବ୍ରହ୍ମପୁର ୦୭/୧୧: ପୀତବାସ ପଣ୍ଡା ହତ୍ୟା ମାମଲା । ହାଇକୋର୍ଟରେ ଦାଖଲ ହେଲା ଜବାବ । ବ୍ରହ୍ମପୁର ଏସପିଙ୍କ ବୟାନ ପ୍ରସଙ୍ଗରେ ଦାଖଲ ହୋଇଛି ଜବାବ । ଲିଖିତ ଜବାବ ଦାଖଲ କରିଛନ୍ତି ବ୍ରହ୍ମପୁର ଏସ୍‌ପି । ସତ୍ୟପାଠ ଜରିଆରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ରହିଛି । ଆସନ୍ତା ୧୦ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି । ସେହିଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ବୟାନକୁ କାହିଁକି ଅଦାଲତ ଅବମାନନା ବିବେଚନା କରାଯିବନି ବୋଲି ଜବାବ ଦାଖଲ ହୋଇଛି । ସତ୍ୟପାଠ ଜରିଆରେ ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୦ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ । ସେହିଦିନ ମାମଲାର ହେବ ପରବର୍ତ୍ତୀ ଶୁଣାଣି ହେବ । ପୂର୍ବରୁ ବିଧାୟକଙ୍କ ବିରୋଧରେ ଦାୟର ନିର୍ବାଚନୀ ମାମଲା ହତ୍ୟାର ମୁଖ୍ୟ କାରଣ କହିଥିଲେ । ମାମଲା ବିଚାରାଧୀନ ଥିବାବେଳେ ଏସ୍‌ପିଙ୍କ ବୟାନକୁ ନେଇ ଦେଖାଦେଇଥିଲା ବିବାଦ ।

Scroll to Top