କୋରାପୁଟରେ ୨ ଏକର ଜମିରେ ହେବ କ୍ୟାନସର ହସ୍ପିଟାଲ, ସବୁ ଜିଲ୍ଲା ଡାକ୍ତରଖାନାରେ ମିଳିବ MRI ଏବଂ CT ସ୍କାନ ସୁବିଧା

କୋରାପୁଟରେ-୨-ଏକର-ଜମିରେ-ହେବ-କ୍ୟାନସର-ହସ୍ପିଟାଲ,-ସବୁ-ଜିଲ୍ଲା-ଡାକ୍ତରଖାନାରେ-ମିଳିବ-mri-ଏବଂ-ct-ସ୍କାନ-ସୁବିଧା

Published By : Prameya-News7 Bureau | August 10, 2025 IST

କୋରାପୁଟ ୧୦।୮: କୋରାପୁଟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । କୋରାପୁଟରେ ୨ ଏକର ଜମିରେ ହେବ କ୍ୟାନସର ହସ୍ପିଟାଲ । ସିକ୍କଲ ସେଲ୍ ରୋଗୀଙ୍କ ପାଇଁ ଡାକ୍ତରଖାନାର ଓ ଗବେଷଣା କେନ୍ଦ୍ର ଖୋଲାଯିବ । ପ୍ରତି ଗ୍ରାମ ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର । ଏଠାରେ ୧୨୦ ପ୍ରକାର ମାଗଣା ଔଷଧ ଓ ୧୬ ପ୍ରକାର ପରୀକ୍ଷା ବିନା ମୂଲ୍ୟରେ ହେବ । 

ସେହିଭଳି ନବରଙ୍ଗପୁରରେ ହେବ ମେଡ଼ିକାଲ କଲେଜ । ସବୁ ଜିଲ୍ଲା ଡାକ୍ତରଖାନାରେ MRI ଏବଂ CT ସ୍କାନ ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

You Can Read:

ସହିଦ ଲକ୍ଷ୍ମଣ ନାୟକ ମେଡିକାଲର ନୂଆ ବିଲ୍‌ଡିଂ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ, ରହିଛି ୬୫୦ ଶଯ୍ୟା

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top