ଅମଙ୍ଗେଇକୁଦକୁ ଯିବାବେଳେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ ବର୍ତ୍ତିଗଲେ ୩୦ରୁ ଅଧିକ ଯାତ୍ରୀ

ଅମଙ୍ଗେଇକୁଦକୁ-ଯିବାବେଳେ-ବୁଡ଼ିଲା-ଯାତ୍ରୀବାହୀ-ଡଙ୍ଗା,-ଅଳ୍ପକେ-ବର୍ତ୍ତିଗଲେ-୩୦ରୁ-ଅଧିକ-ଯାତ୍ରୀ

ଅମଙ୍ଗେଇକୁଦକୁ ଯିବାବେଳେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ ବର୍ତ୍ତିଗଲେ ୩୦ରୁ ଅଧିକ ଯାତ୍ରୀ

Published By: Ruby – Prameya-News7 Bureau | November 05, 2025 04:52 PM

NEWS7

Boat Tragedy

ଆଠଗଡ଼ ୫।୧୧: ପୂର୍ଣ୍ଣିମାରେ ଅଘଟଣ । ଅମଙ୍ଗେଇକୁଦକୁ ଯାଉଥିବା ବେଳେ ବୁଡିଲା ଯାତ୍ରୀବାହୀ ଡଙ୍ଗା । କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ଗାଁ ନିକଟ ଘାଟରେ ଯାତ୍ରୀବାହୀ ଡଙ୍ଗାଟି ବୁଡ଼ିଯାଇଥିବା ସୂଚନା ମିଳିଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୦ ଉର୍ଦ୍ଧ୍ବ ଯାତ୍ରୀ । ଡଙ୍ଗାରେ ଥିବା ଯାତ୍ରୀଙ୍କ ମଧ୍ୟରେ ୮ ଜଣ ଶିଶୁ ଥିବା ନେଇ ସୂଚନା ମିଳିଛି ।

Scroll to Top