P

p

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ବ୍ରହ୍ମପୁର ପୋଲିସର ପଚରାଉଚରା। କୁରୁପତି ଭୂୟାଁ, ଉମା ବିଷୋୟୀଙ୍କୁ ମଧ୍ୟ ଜେରା କରୁଛି ପୋଲିସ୍।

author-image

pitabas

pitabas Photograph: (OTV)

ବ୍ରହ୍ମପୁରରେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ବ୍ରହ୍ମପୁର ପୋଲିସ । କୁରୁପତି ଭୂୟାଁ, ଉମା ବିଷୋୟୀ ସମେତ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପୋଲିସ ହତ୍ୟା ଗୁମର ଖୋଲିବ। ଗତ ଅକ୍ଟୋବର ୬ ରାତି ୧୦ଟାରେ ପୀତବାସଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟା କରାଯାଇଥିଲା । 
ଏହି ମାମଲାରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସମେତ ୧୬ ଜଣ ଗିରଫ ହୋଇଛନ୍ତି । ମାମଲାରେ ବହୁ ବଡ଼ମୁଣ୍ଡଙ୍କ ସଂପୃକ୍ତି ଥିବାରୁ ପୋଲିସ ଘଟଣାରେ ତନ୍ନତନ୍ନ କରି ଯାଂଚ କରି ପ୍ରମାଣ ଯୋଗାଡ଼ କରୁଛି ।


•    ପୀତବାସ ହତ୍ୟା: ରିମାଣ୍ଡରେ ୬ଅଭିଯୁକ୍ତ
•    ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା
•    ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ବ୍ରହ୍ମପୁର ପୋଲିସର ପଚରାଉଚରା
•    କୁରୁପତି ଭୂୟାଁ, ଉମା ବିଷୋୟୀଙ୍କୁ ଜେରା

Scroll to Top