C

c

ପୁଣି ଚର୍ଚ୍ଚାରେ ଚୌଦ୍ବାର ଜେଲ୍ । ଚୌଦ୍ବାର ଜେଲରେ ଜୀବନ ହାରିଲେ ବିଚାରାଧୀନ କଏଦୀ । ମୃତ କଏଦୀ ହେଲେ  ପବିତ୍ର ସାହୁ ।  ଜେଲ୍ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପବିତ୍ର ।

author-image

CHOUDWAR_JAIL_DEATH

CHOUDWAR_JAIL_DEATH Photograph: (OTV)

ପୁଣି ଚର୍ଚ୍ଚାରେ ଚୌଦ୍ବାର ଜେଲ୍ । ଚୌଦ୍ବାର ଜେଲରେ ଜୀବନ ହାରିଲେ ବିଚାରାଧୀନ କଏଦୀ । ମୃତ କଏଦୀ ହେଲେ  ପବିତ୍ର ସାହୁ ।  ଜେଲ୍ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପବିତ୍ର । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପବିତ୍ର ଏକ ଚିଟଫଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିଲେ।  କେଉଁ ପରିସ୍ଥିତିରେ ସେ ଚରମ ନିଷ୍ପତ୍ତି ନେଲେ ତାହା ଅସ୍ପଷ୍ଟ ରହିଛି ।

ପୁଣି ଚର୍ଚ୍ଚାରେ ଚୌଦ୍ବାର ଜେଲ୍
ଚୌଦ୍ବାର ଜେଲରେ ଜୀବନ ହାରିଲେ ବିଚାରାଧୀନ କଏଦୀ
ମୃତ କଏଦୀ ହେଲେ ପବିତ୍ର ସାହୁ
ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା
ଚିକିତ୍ସାଧୀନ ଅବସ୍ଥାରେ ପବିତ୍ରଙ୍କର ମୃତ୍ୟୁ
ଚିଟଫଣ୍ଡ ମାମଲାରେ ଜେଲରେ ଥିଲେ ପବିତ୍ର
କାହିଁକି ନେଲେ ଚରମ ନିଷ୍ପତ୍ତି, ତଦନ୍ତ ଜାରି

Scroll to Top