କାର୍ତ୍ତିକ ମାସ ପରେ ଧାଡି ଦର୍ଶନ ଏବଂ ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ

କାର୍ତ୍ତିକ-ମାସ-ପରେ-ଧାଡି-ଦର୍ଶନ-ଏବଂ-ଗଣତି-ମଣତି-ପାଇଁ-ପ୍ରକ୍ରିୟା-ଆରମ୍ଭ-ହେବ

କାର୍ତ୍ତିକ ମାସ ପରେ ଧାଡି ଦର୍ଶନ ଏବଂ ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ

Published By: Ruby – Prameya-News7 Bureau | November 02, 2025 02:48 PM

NEWS7

Puri News

ଭୁବନେଶ୍ବର ୨୧୧: ରତ୍ନଭଣ୍ଡାର ଗଣତି ମଣତି ପାଇଁ ପ୍ରସ୍ତୁତ ହେଉଛି SOP । କାର୍ତ୍ତିକ ମାସ ପରେ ଧାଡି ଦର୍ଶନ ଏବଂ ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।  ଶ୍ରୀକ୍ଷେତ୍ରର ବିକାଶ ପାଇଁ ସମୀକ୍ଷା ହୋଇଛି କାମ ମଧ୍ୟ ଆରମ୍ଭ ହୋଇଛି ଏବଂ ଅଟକି ଥିବା କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ ଅଟକିଥିବା କାମ ଆରମ୍ଭ ହେବ

ଆଗାମୀ ୧୧ ତାରିଖରେ ଶ୍ରୀମନ୍ଦିର ବିକାଶ ନେଇ ସମୀକ୍ଷା ବୈଠକ ହେବ କାର୍ତ୍ତିକ ମାସ ପରେ ଧାଡ଼ି ଦର୍ଶନ ଓ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ ଶୃଙ୍ଖଳିତ ଦର୍ଶନ ହେଲେ କୌଣସି ଅସୁବିଧା ହେବ ନାହିଁ ଭକ୍ତଙ୍କୁ ଅନୁରୋଧ ଦର୍ଶନ ସମୟରେ ତରବର ନହୋଇ ମନ୍ଦିର ପ୍ରଶାସନ ପକ୍ଷରୁ ଯାହା ବ୍ୟବସ୍ଥା ହୋଇଛି ସହଯୋଗ କରନ୍ତୁ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

Scroll to Top