ଚଳନ୍ତା ବସ୍ରେ ଡ୍ରାଇଭରଙ୍କ ହୃଦଘାତ, ବଞ୍ଚାଇଦେଲେ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ଜୀବନ
Published By: Ruby – Prameya-News7 Bureau | November 01, 2025 06:02 PM
NEWS7
ଖୋର୍ଦ୍ଧା ୧।୧୧: ଚଳନ୍ତା ବସ୍ରେ ଡ୍ରାଇଭରଙ୍କ ହୃଦଘାତ । ବସ୍କୁ ରାସ୍ତା କଡ଼କୁ ନେଇ ବଞ୍ଚାଇଲେ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ଜୀବନ । ନିଜେ ଜୀବନ ହାରିଲେ ମାତ୍ର ଯାତ୍ରୀଙ୍କ ଜୀବନ ବଞ୍ଚାଇଦେଲେ । ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ଼ ବଜାର ଉପରେ ଘଟିଛି ଏଭଳି ଦୁର୍ଘଟଣା । ଡ୍ରାଇଭରଙ୍କୁ ବୋଲଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଛି ।
Tags: prameyanews7




