କଟକ ୩୧।୧୦: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀ କେଳେଙ୍କାରୀ ମାମଲା ହାଇକୋର୍ଟରେ ଶୁଣାଣି ହୋଇଛି । ହାଇକୋର୍ଟରେ ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରର ଜାମିନ ଆବେଦନ ଖାରଜ ହୋଇଛି । ଅନ୍ୟ ଅଭିଯୁକ୍ତ ସୁଶାନ୍ତ ସାମଲର ମଧ୍ୟ ଜାମିନ ଆବେଦନ ଖାରଜ ହୋଇଛି । ଏହି ମାମଲାରେ ହାଇକୋର୍ଟରେ ଉଭୟ ଜାମିନ ଆବେଦନ କରିଥିଲେ ।
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀ କେଳେଙ୍କାରୀ ମାମଲା : ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରର ଜାମିନ ଆବେଦନ ଖାରଜ




