Today Panchang 10th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ….

today-panchang-10th-august-2025:-ଆଜିର-ପଞ୍ଚାଙ୍ଗ,-ଜାଣନ୍ତୁ-ଶୁଭ-ଅଶୁଭ-ସମୟ….

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀ ୧୦ ତାରିଖ ରବିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି – ପ୍ରତିପଦ ଦିବା ୧୨.୧୦ ଗତେ ୨ୟା । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର –  ମେଷ ରାଶିର । ପୁଷ୍କର ଦୋଷ– ୧ପାଦ-କୃଷିହାନି-ଭୂମିଦାନ ଦିବା ୧୨.୧୦ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।

Deepak Acharya

  • Published: Sunday, 10 August 2025
  • Last updated: 10 August 2025, 07:35 AM IST

PanchangCredit: OTV

Panchang

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀ ୧୦ ତାରିଖ ରବିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି – ପ୍ରତିପଦ ଦିବା ୧୨.୧୦ ଗତେ ୨ୟା । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର –  ମେଷ ରାଶିର । ପୁଷ୍କର ଦୋଷ– ୧ପାଦ-କୃଷିହାନି-ଭୂମିଦାନ ଦିବା ୧୨.୧୦ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।

ଶୁଭ ସମୟ-

ପ୍ରାତଃ – ୦୫.୨୯ ରୁ ୦୯.୪୪

Also Read

ଦିବା – ୦୧.୨୭ ରୁ ୦୧.୫୯
ସନ୍ଧ୍ୟା – ୦୬.୫୯ ରୁ ୦୯.୧୪
ରାତ୍ରି – ୧୨.୧୪ ରୁ ୦୧.୧୬
ରାତ୍ରି – ୦୨.୪୦ ରୁ ୦୩.୧୪

ଅଶୁଭ ସମୟ – 

ରାହୁକାଳ – ଦିବା ୦୪.୩୯ ରୁ ୦୬.୧୪
କାଳବେଳା – ଦିବା ୧୧.୫୧ ରୁ ୦୧.୨୭
ବାରବେଳା- ଦିବା ୧୦.୧୬ ରୁ ୧୧.୫୧
କାଳରାତ୍ରି- ରାତ୍ରି ୦୧.୧୬ ରୁ ୦୨.୪୦

ଓଟିଭି ହ୍ଵାଟ୍ସଅପ

Scroll to Top