G

g

ହୋଟେଲରେ ଫାଟିଲା ଗ୍ୟାସ୍ ସିଲିଣ୍ଡର୍। ଚିକିଟି ପେଣ୍ଠ ବସଷ୍ଟାଣ୍ଡ ନିକଟରେ ବିସ୍ଫୋରଣ। ହୋଟେଲରେ ରୋଷେଇ ଚାଲିଥିବା ବେଳେ ଅଘଟଣ। ଦୁଇ ଗୁରୁତର ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର।

author-image

GAS-CYLINDER-BLAST

GAS-CYLINDER-BLAST Photograph: (OTV)

ହୋଟେଲରେ ଫାଟିଲା ଗ୍ୟାସ୍ ସିଲିଣ୍ଡର୍ । ଗଞ୍ଜାମ ଜିଲ୍ଲା ଚିକିଟି ପେଣ୍ଠ ବସଷ୍ଟାଣ୍ଡ ନିକଟରେ ବିସ୍ଫୋରଣ । ହୋଟେଲରେ ରୋଷେଇ ଚାଲିଥିବା ବେଳେ ଘଟିଛି ଅଘଟଣ । ସିଲିଣ୍ଡର ଫାଟି ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଚିକିଟି ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପୋଲିସ ଘଟଣାର ତଦନ୍ତ କରୁଛି ।


•    ହୋଟେଲରେ ଫାଟିଲା ଗ୍ୟାସ୍ ସିଲିଣ୍ଡର୍ 
•    ଚିକିଟି ପେଣ୍ଠ ବସଷ୍ଟାଣ୍ଡ ନିକଟରେ ବିସ୍ଫୋରଣ
•    ହୋଟେଲରେ ରୋଷେଇ ଚାଲିଥିବା ବେଳେ ଅଘଟଣ
•    ସିଲିଣ୍ଡର ଫାଟି ଦୁଇ ଜଣ ଗୁରୁତର 
•    ଦୁଇ ଗୁରୁତର ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର

Scroll to Top