‘ନୂଆପଡ଼ାରେ ବିଜେପି ଭଳି ଦଳକୁ ପରାସ୍ତ କରିବା ପାଇଁ ଦଳ, କର୍ମୀ ଏବଂ ସମର୍ଥକ ମାନେ କାର୍ଯ୍ୟ କରିବେ’

‘ନୂଆପଡ଼ାରେ-ବିଜେପି-ଭଳି-ଦଳକୁ-ପରାସ୍ତ-କରିବା-ପାଇଁ-ଦଳ,-କର୍ମୀ-ଏବଂ-ସମର୍ଥକ-ମାନେ-କାର୍ଯ୍ୟ-କରିବେ’

‘ନୂଆପଡ଼ାରେ ବିଜେପି ଭଳି ଦଳକୁ ପରାସ୍ତ କରିବା ପାଇଁ ଦଳ, କର୍ମୀ ଏବଂ ସମର୍ଥକ ମାନେ କାର୍ଯ୍ୟ କରିବେ’

Published By: Ruby – Prameya-News7 Bureau | October 18, 2025 06:33 PM

NEWS7

CPI

ଭୁବନେଶ୍ବର ୧୮।୧୦: ନୂଆପଡ଼ା ଉପନିର୍ବାଚନରେ ପାର୍ଟିର ସ୍ଥିତି ରାଜନୈତିକ ଅବସ୍ଥାକୁ ଦେଖି ନୂଆପଡ଼ାରେ ପ୍ରାର୍ଥୀ ନ ଦେବା ପାଇଁ ନିଷ୍ପତ୍ତି ନେଇଛି ଏହାସହ ପାର୍ଟି ନିଷ୍ପତ୍ତି କରିଛି ନୂଆପଡାରେ ବିଜେପି ଭଳି ଦଳକୁ ପରାସ୍ତ କରିବା ପାଇଁ ଦଳ, କର୍ମୀ ଏବଂ ସମର୍ଥକ ମାନେ କାର୍ଯ୍ୟ କରିବେ । ଶନିବାର ଏନେଇ ପ୍ରଥମ ରାଜ୍ୟ ପରିଷଦ ବୈଠକ ବସିବା ପରେ ଅନେକ ନିଷ୍ପତ୍ତି ନିଆଯାଇଛି ର୍ତ୍ତମାନ ବାଲି ଓ ଖଣି ମାଫିଆଙ୍କ ନିୟନ୍ତ୍ରଣରେ ଓଡ଼ିଶା ଆସିଲାଣି ଆଇନ ଶୃଙ୍ଖଳା ମାଫିଆ ମାନଙ୍କ ହାତରେ ବାର୍ କାଉନସିଲ ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ବିଜେପି ଦଳର ନେତ୍ରୀ ଏବଂ ଛାତ୍ରଛାତ୍ରୀ କେହି ବି ସୁରକ୍ଷିତ ନାହାନ୍ତି ଜାଣିଶୁଣି ଦଙ୍ଗା ହେଉଛି, ପ୍ରଶ୍ନ ପତ୍ର ଲିକ୍ ହେଉଛି ଡ଼ିଶାରେ ପ୍ରଶାସନ ପୋଲିସ କିଛି ନଥିବା ଭଳି ପ୍ରତ୍ୟୟମାନ ହେଉଛି ବୋଲି କହିଛନ୍ତି ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା

​​​​​​​

Scroll to Top