‘ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ’

‘ମୁଖ୍ୟମନ୍ତ୍ରୀଙ୍କ-ନୂଆପଡ଼ା-ଗସ୍ତର-କୌଣସି-ପ୍ରଭାବ-ପଡିବ-ନାହିଁ’

‘ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ’

Published By: Ruby – Prameya-News7 Bureau | October 16, 2025 04:45 PM

NEWS7

BJD

ଭୁବନେଶ୍ବର ୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆପଡ଼ା ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । କିଛି ପାୱାର ଶୋ କାମ ଦେବନି ସାଧାରଣ ଲୋକଙ୍କୁ ସାମିଲ କରି ନାଁ ନେବାକୁ ଚେଷ୍ଟା କରାଯାଉଛି । ଆମର କୌଣସି ନେତା ଅସନ୍ତୁଷ୍ଟ ନାହାନ୍ତି ଯେଉଁମାନେ ସେଠାରେ ଦାୟିତ୍ୱରେ ଥିଲେ ସେମାନେ କେହି ଯାଇନାହାନ୍ତି ସାଧାରଣ ଭୋଟରଙ୍କୁ ନେଇ ମିଶ୍ରଣ ପର୍ବ କରୁଛନ୍ତି

ଜିଲ୍ଲା ବାହାରର ଅନେକ ନେତା ବିଧାୟକ ଏବଂ ମନ୍ତ୍ରୀ ହୋଇଛନ୍ତି ସେଥିରେ କିଛି ଅସୁବିଧା ନାହିଁ କୌଣସି ଦଳ ମହିଳାଙ୍କୁ ସମ୍ମାନ ଦେଉନି, ଆଗକୁ ଛାଡ଼ୁନି ନବୀନ ବାବୁ ମହିଳାଙ୍କ ପାଇଁ ଅନେକ କିଛି କରିଛନ୍ତି ସେହି ଆଧାରରେ ମହିଳାଙ୍କୁ ଟିକେଟ୍ ଦିଆଯାଇଛି ସେ ଓଡ଼ିଶାର ନେତ୍ରୀ ବିଜେଡି ମହିଳା ଜନତା ଦଳର ସଭାନେତ୍ରୀ ଅଛନ୍ତି ​​​​​​​

Scroll to Top