SI ପରୀକ୍ଷା ତ୍ରୁଟିଶୂନ୍ୟ ଏବଂ ଦୁର୍ନୀତି ମୁକ୍ତ କରିବାକୁ ଆମେ ବ୍ୟବସ୍ଥା କରିଥିଲୁ, ବିଭ୍ରାଟ ହେବା ପୂର୍ବରୁ ଠାବ କଲୁ

si-ପରୀକ୍ଷା-ତ୍ରୁଟିଶୂନ୍ୟ-ଏବଂ-ଦୁର୍ନୀତି-ମୁକ୍ତ-କରିବାକୁ-ଆମେ-ବ୍ୟବସ୍ଥା-କରିଥିଲୁ,-ବିଭ୍ରାଟ-ହେବା-ପୂର୍ବରୁ-ଠାବ-କଲୁ

Published By: Ruby – Prameya-News7 Bureau | October 16, 2025 10:43 AM

NEWS7

DGP

ଭୁବନେଶ୍ବର ୧୦: ପୋଲିସ ଏସ୍‌ଆଇ ପରୀକ୍ଷା ବିଭ୍ରାଟ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ । ପୂର୍ବରୁ ପରୀକ୍ଷା ତ୍ରୁଟିଶୂନ୍ୟ ଏବଂ ଦୁର୍ନୀତି ମୁକ୍ତ କରିବା ପାଇଁ ଆମେ ବ୍ୟବସ୍ଥା କରିଥିଲୁ । ଏଥିପାଇଁ ଜିଲ୍ଲା ଏସ୍‌ପି ଓ ପୋଲିସ ଅଧିକାରୀ ମାନଙ୍କୁ ସତର୍କ କରାଯାଇଥିଲା । ଫଳସ୍ୱରୂପ ଆମେ  ପରୀକ୍ଷାରେ ବିଭ୍ରାଟ ହେବା ପୂର୍ବରୁ ଠାବ କରିପାରିଲୁ । ଏ ଘଟଣାର ତଦନ୍ତ ଚାଲିଛି ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତ ଧରାପଡ଼ିବେ ।

Scroll to Top