ଆଇଇଡି ବିସ୍ଫୋରଣରେ ଗୁରୁତର ହାତୀ ଆଖି ବୁଜିଲା

ଆଇଇଡି-ବିସ୍ଫୋରଣରେ-ଗୁରୁତର-ହାତୀ-ଆଖି-ବୁଜିଲା

ଆଇଇଡି ବିସ୍ଫୋରଣରେ ଗୁରୁତର ହାତୀ ଆଖି ବୁଜିଲା

Published By: Ruby – Prameya-News7 Bureau | October 12, 2025 04:50 PM

NEWS7

IED

ରାଉରକେଲା ୧୨୧୦: ଆଇଇଡି ବିସ୍ଫୋରଣରେ ଗୁରୁତର ହାତୀ ମୃତ୍ୟୁ ଗତ ତାରିଖରେ ସୀମାନ୍ତ ଝାଡ଼ଖଣ୍ଡ ଜରେକେଲା ଥାନା ସରଣ୍ଡା ରାଟାମାଟି ଜଙ୍ଗଲରେ ଦୁଇ ଦୁଇଟି ଆଇଇଡି ବିସ୍ଫୋରଣ ହୋଇଥିଲା ଆଇଇଡି ବିସ୍ଫୋରଣରେ ଜଣେ CRPF ଯବାନ ସହିଦ ହୋଇଥିବା ବେଳେ ଦୁଇ ଜଣ ଯବାନ ଗୁରୁତର ହୋଇଥିଲେ ।

ଦୁଇ ଗୁରୁତର ଯବାନଙ୍କୁ ପ୍ରଥମେ ରାଉରକେଲା ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଦୁହିଁଙ୍କ ଅବସ୍ଥା ସଙ୍କଟ।ପନ୍ନ ହେବାରୁ ଦୁହିଁଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ AIIMSକୁ ଶନିବାର ଅପରାହ୍ନରେ ସ୍ଥାନାନ୍ତର କରାଯାଇଥିଲା

ଆଉ ସେହି ଆଇଇଡି ବିସ୍ଫୋରଣରେ ହାତୀ ଗୁରୁତର ହୋଇଥିଲା ଆଉ ଆଜି ଗୁରୁତର ହାତୀର ମୃତ୍ୟୁ ଘଟିଛି ।  ଆଜି ମୃତ ହାତୀର ବ୍ୟବଚ୍ଛେଦ କରାଯାଇଛି ।

Scroll to Top