O

o

ଓଡିଶା ସିଭିଲ ସର୍ଭିସେସ ପରୀକ୍ଷାରେ ଏଇମାନେ ଅଛନ୍ତି ଟପ୍ ଟେନରେ । ପ୍ରିୟାଂଶୁ ପାଲ୍, OAS ଟପ୍ପର   ଅନନ୍ୟା ମିଶ୍ର, ୨ ନଂ ରାଙ୍କ ଶୋଭନ ପଟ୍ଟନାୟକ, ୩ ନଂ ରାଙ୍କ ମିର୍ଜା ଫୈଜ ଅହମଦ୍ କାଦ୍ରି, ୪ ନଂ ରାଙ୍କ ଚିନ୍ମୟ ସାହୁ, ୫ ନଂ ରାଙ୍କ ଅନ୍ତିମ ସ୍ବାଇଁ, ୬ ନଂ ରାଙ୍କ

author-image

OAS-TOPPER

Priyanshu Photograph: (OTV)

ଆସିଲା OAS ରେଜଲ୍ଟ । ଜଣେ ମହିଳା ଟପ୍ ଟେନରେ ସ୍ଥାନ ପାଇଛନ୍ତି । 

ପ୍ରିୟାଂଶୁ ପାଲ୍, OAS ଟପ୍ପର  
ଅନନ୍ୟା ମିଶ୍ର, ୨ ନଂ ରାଙ୍କ
ଶୋଭନ ପଟ୍ଟନାୟକ, ୩ ନଂ ରାଙ୍କ
ମିର୍ଜା ଫୈଜ ଅହମଦ୍ କାଦ୍ରି, ୪ ନଂ ରାଙ୍କ
ଚିନ୍ମୟ ସାହୁ, ୫ ନଂ ରାଙ୍କ
ଅନ୍ତିମ ସ୍ବାଇଁ, ୬ ନଂ ରାଙ୍କ
ଶୈଳେଶ କୁମାର ଭୋଇ, ୭ ନଂ ରାଙ୍କ
ମହମ୍ମଦ ନଜିଫ୍ ହାତିଫ୍, ୮ ନଂ ରାଙ୍କ
ଚିନ୍ମୟ କୁମାର ପାଢୀ, ୯ ନଂ ରାଙ୍କ
ମିଲନ୍ ମହାପାତ୍ର, ୧୦ ନଂ ରାଙ୍କ

Advertisment

Related Articles

Scroll to Top