ଭିଜିଲାନ୍ସ ହାତରେ ଧରାପଡିଲେ ଭୁବନେଶ୍ବର TPCODL ନିର୍ବାହୀ ଯନ୍ତ୍ରୀ, ଘରୁ ମିଳିଛି ସାଢ଼େ ୯ ଲକ୍ଷ ଟଙ୍କା

ଭିଜିଲାନ୍ସ-ହାତରେ-ଧରାପଡିଲେ-ଭୁବନେଶ୍ବର-tpcodl-ନିର୍ବାହୀ-ଯନ୍ତ୍ରୀ,-ଘରୁ-ମିଳିଛି-ସାଢ଼େ-୯-ଲକ୍ଷ-ଟଙ୍କା

Published By: Ruby – Prameya-News7 Bureau | September 25, 2025 01:58 PM

NEWS7

Vigilance

ଭୁବନେଶ୍ବର ୨୫।୯: ଭିଜିଲାନ୍ସ ହାବୁଡ଼ରେ ନିର୍ବାହୀ ଯନ୍ତ୍ରୀ । ଭୁବନେଶ୍ବର TPCODL ସର୍କଲ୍ ୧ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଠିକାଦାରଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ନିର୍ବାହୀ ଯନ୍ତ୍ରୀ । ସେପଟେ ଚଢ଼ାଉ ବେଳେ ଯନ୍ତ୍ରୀଙ୍କ ଘରୁ ୯ ଲକ୍ଷ ୫୩ ହଜାର ଟଙ୍କା ଜବତ ହୋଇଛି ।

Scroll to Top