ଅଭିଷେକଙ୍କ ଧମାକାଦାର ବ୍ୟାଟିଂ ପରେ ନିରାଶ କଲେ ବାକି ବ୍ୟାଟର, ୧୬୮ ରନରେ ଆଣ୍ଠେଇଲା ଭାରତ

ଅଭିଷେକଙ୍କ-ଧମାକାଦାର-ବ୍ୟାଟିଂ-ପରେ-ନିରାଶ-କଲେ-ବାକି-ବ୍ୟାଟର,-୧୬୮-ରନରେ-ଆଣ୍ଠେଇଲା-ଭାରତ

Published By: admin – Prameya-News7 Bureau | September 24, 2025 09:14 PM

NEWS7

IND vs BAN

ଦୁବାଇ: ଅଭିଷେକ ଶର୍ମାଙ୍କ ବିଂଧ୍ଵସୀ ଇନିଂସ ସତ୍ତ୍ଵେ ନିରାଶ କଲେ ଭାରତୀୟ ବ୍ୟାଟର।  ଦଳ ୧୮୦ ସ୍କୋର ବି କରି ପାରିଲାନି ଦଳ। ଏସିଆ କପ୍-୨୦୨୫ର ସୁପର-୪ରେ ନିଜର ଦ୍ଵିତୀୟ ମ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ଓ୍ଵିକେଟ୍ ହରାଇ ୧୬୮ ରନରେ ଆଣ୍ଠେଇଛି। ଅଭିଷେକ ଶର୍ମା ୩୭ ବଲରୁ ୭୫ ରନର ଧମାକାଦାର ଇନିଂସ ଖେଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୩୮ ରନର ବେଶ ଉପଯୋଗୀ ଇନିଂସ ଖେଳିଛନ୍ତି। ଶୁଭମନ ଗିଲ୍ ୨୯ ରନ କରିଥିଲେ। ବାଂଲାଦେଶ ସମ୍ମୁଖରେ ୧୬୯ ରନର ବିଜୟ ଲକ୍ଷ୍ୟ ରହିଛି। ଏକଦା ୧୧ ଓଭରରେ ୧୧୧ ରନ କରିଥିବା ଭାରତ ମଧ୍ୟକ୍ରମରେ ବ୍ୟାଟରଙ୍କ ବିଫଳତା ଯୋଗୁଁ ଅବିଶଷ୍ଟ ୯  ଓଭରରେ ମାତ୍ର ୫୭ ରନ କରି ପାରିଛି।

Scroll to Top