ବାଙ୍କୋ ପଥର ଖଣି ନିକଟରୁ ସୁନାଗହଣା ଓ ଟଙ୍କା ଲୁଟିନେଲେ ସଶସ୍ତ୍ର ଡକାୟତ, ମାଓବାଦୀଙ୍କ ସମ୍ପୃକ୍ତି ସନ୍ଦେହ

ବାଙ୍କୋ-ପଥର-ଖଣି-ନିକଟରୁ-ସୁନାଗହଣା-ଓ-ଟଙ୍କା-ଲୁଟିନେଲେ-ସଶସ୍ତ୍ର-ଡକାୟତ,-ମାଓବାଦୀଙ୍କ-ସମ୍ପୃକ୍ତି-ସନ୍ଦେହ

ବଣାଇ ୨୪।୯: ପୁଣି କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ନିକଟରୁ ଲୁଟ୍ ।  ୭ରୁ ୮ଜଣ ସଶସ୍ତ୍ର ମୁଖାପିନ୍ଧା ଡକାୟତ ଲୁଟିନେଲେ ସୁନାଗହଣା ଓ ଟଙ୍କା । ପୁନିଆ ରାୟଙ୍କ ରାସନ ଦୋକାନରୁ ଟଙ୍କା ସହ ଘରୁ ଲୁଟିନେଲେ ଗହଣା ।

ଗତ କିଛିଦିନ ପୂର୍ବରୁ ପଥର ଖଣି ବିସ୍ଫୋରକ ଲୁଟ୍ ଘଟଣାରେ ପୁନିଆ ରାୟଙ୍କ ପୁଅ ମନୋଜ ରାୟକୁ ମାଓବାଦୀ ସନ୍ଦେହରେ ଉଠାଇ ନେଇଥିଲେ ପୋଲିସ । ଲୁଟ୍ ପଛରେ ମାଓବାଦୀଙ୍କ ହାତଥିବା ସନ୍ଦେହ କରାଯାଉଛି ।

Scroll to Top