କଟକ ଚୌଦ୍ୱାର ଥାନା ହାଜତ ମୃତ୍ୟୁ ଘଟଣାରେ IIC ସସ୍ପେଣ୍ଡ୍। ଚୌଦ୍ବାର ଥାନା IIC ଦାୟିତ୍ବରେ ଥିବା ACP ବିଶ୍ବରଂଜନ ସାହୁଙ୍କୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

Advertisment