Child Dies: କ୍ୟାପିଟାଲରେ ହସ୍ପିଟାଲରେ ଶିଶୁ ମୃତ, ପ୍ରବଳ ଉତ୍ତେଜନା

child-dies:-କ୍ୟାପିଟାଲରେ-ହସ୍ପିଟାଲରେ-ଶିଶୁ-ମୃତ,-ପ୍ରବଳ-ଉତ୍ତେଜନା
  • Home
  • Videos
  • Odisha
  • Child Dies: କ୍ୟାପିଟାଲରେ ହସ୍ପିଟାଲରେ ଶିଶୁ ମୃତ, ପ୍ରବଳ ଉତ୍ତେଜନା

ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସପିଟାଲରେ ଉତ୍ତେଜନା। ୩ ବର୍ଷର ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ ମେଡିସିନରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Published By: Chinmayee Sahoo

Last updated: 22 September 2025, 02:38 PM IST

Other Videos

ପୁରୀ ସମୁଦ୍ରରେ ଗାଧୋଇ ବେଳେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ। ଲାଇଫଗାର୍ଡ ମାନେ ଦେବଦୂତ ସାଜି ଗଭୀର ସମୁଦ୍ର ଭିତରକୁ ଲମ୍ଫ ମାରି ଜଣେ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଛନ୍ତି।

Rescued

Top stories

Copyright © 2025 – Odisha Television Limited All Rights Reserved.

Scroll to Top