Today Panchang 21st September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ….

today-panchang-21st-september-2025:-ଆଜିର-ପଞ୍ଚାଙ୍ଗ,-ଜାଣନ୍ତୁ-ଶୁଭ-ଅଶୁଭ-ସମୟ….

ସୈାର କନ୍ୟା ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୨୧ ତାରିଖ ରବିବାର । ଚନ୍ଦ୍ର- ସିଂହ ଦିବା ୦୩.୫୮ ଗତେ କନ୍ୟା । ତିଥି – ଅମାବାସ୍ୟା ରାତ୍ରି ୦୧.୨୩ ଗତେ ପ୍ରତିପଦ । ଘାତଚନ୍ଦ୍ର – କର୍କଟ ଓ ମକର ରାଶିର , ଦିବା ୦୩.୫୮ ଗତେ ବୃଷ ରାଶିର । ଘାତବାର –  ମେଷ ରାଶିର ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୯.୩୨ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

Deepak Acharya

  • Published: Sunday, 21 September 2025
  • Last updated: 21 September 2025, 08:15 AM IST

PanchangCredit: OTV

Panchang

ସୈାର କନ୍ୟା ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୨୧ ତାରିଖ ରବିବାର । ଚନ୍ଦ୍ର- ସିଂହ ଦିବା ୦୩.୫୮ ଗତେ କନ୍ୟା । ତିଥି – ଅମାବାସ୍ୟା ରାତ୍ରି ୦୧.୨୩ ଗତେ ପ୍ରତିପଦ । ଘାତଚନ୍ଦ୍ର – କର୍କଟ ଓ ମକର ରାଶିର , ଦିବା ୦୩.୫୮ ଗତେ ବୃଷ ରାଶିର । ଘାତବାର –  ମେଷ ରାଶିର
ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୯.୩୨ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ-

Also Read

ପ୍ରାତଃ – ୦୬.୨୬ ରୁ ୦୮.୫୧
ଦିବା – ୦୧.୦୯ ରୁ ୦୩.୧୬
ଦିବା – ୦୪.୦୪ ରୁ ୦୪.୧୦
ରାତ୍ରି – ୦୮.୦୪ ରୁ ୦୯.୩୯
ରାତ୍ରି – ୧୨.୦୩ ରୁ ୦୧.୦୯
ରାତ୍ରି – ୦୨.୩୯ ରୁ ୦୫.୩୯
ଅଶୁଭ ସମୟ – 
ରାହୁକାଳ – ଦିବା ୦୪.୧୦ ରୁ ୦୫.୪୦
କାଳବେଳା – ଦିବା ୧୧.୩୯ ରୁ ୦୧.୦୯
ବାରବେଳା- ଦିବା ୧୦.୦୯ ରୁ ୧୧.୩୯
କାଳରାତ୍ରି – ରାତ୍ରି ୦୧.୦୯ ରୁ ୦୨.୩୯

ଓଟିଭି ବିଜ୍ଞାପନ

Scroll to Top