Zubeen Garg:ଦୁଃଖରେ ଭସାଇ ଚାଲିଗଲେ ଗାୟକ ଜୁବୀନ ଗର୍ଗ

zubeen-garg:ଦୁଃଖରେ-ଭସାଇ-ଚାଲିଗଲେ-ଗାୟକ-ଜୁବୀନ-ଗର୍ଗ

ମନୋରଂଜନ ଦୁନିଆରେ ପୁଣି ଏକ ଦୁଃଖ। ଚାଲିଗଲେ ପ୍ରଖ୍ୟାତ ଆସାମୀ ଗାୟକ ଜୁବୀନ ଗର୍ଗ। ସିଙ୍ଗାପୁରରେ ଏକ ସ୍କୁବା ଡାଇଭିଂ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ସାରା ସଂଗୀତ ଶିଳ୍ପ ଶୋକରେ ବୁଡିଯାଇଛି।

Published By: Tapan Kumar Swain

Last updated: 19 September 2025, 09:13 PM IST

RELATED VIDEOS

Other Videos

ଦଳରେ ଯାହା ଚାଲିଛି କିଛି ଠିକ୍ ଚାଲିନି। ଏଠି ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦଙ୍କୁ ଅଣଦେଖା କରାଯାଉଛି। ଶ୍ରୀୟମୀଙ୍କୁ ଦଳରେ ନିର୍ଯାତନା ଦିଆଯାଇଛି। ଦଳରେ ଯିଏ ଭଲ କାମ କରୁଛି ତାକୁ ଏପଟ ସେପଟ କରି ହଇରାଣ କରାଯାଉଛି। କହିବେନି କହିବେନି କହି ଆଜି ଏମିତି ଶୈଳୀରେ ନିଜ ଦଳକୁ ପେଞ୍ଚ ମାରିଛନ୍ତି ବିଜେଡିର କଟକ ନେତା ଦେବାଶିଷ ସାମନ୍ତରାୟ ।

BJD

Top stories

Copyright © 2025 – Odisha Television Limited All Rights Reserved.

Scroll to Top