ସୈାର କନ୍ୟା ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୨୦ ତାରିଖ ଶନିବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି – ୧୪ଶୀ ରାତ୍ରି ୧୨.୧୭ ଗତେ ଅମାବାସ୍ୟା । ଘାତଚନ୍ଦ୍ର – କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
Credit: OTV
Panchang

ଶୁଭ ସମୟ-
ପ୍ରାତଃ – ୦୭.୧୪ ରୁ ୦୮.୩୯
Also Read
ଦିବା – ୧୨.୦୪ ରୁ ୦୧.୧୦
ଦିବା – ୦୨.୪୦ ରୁ ୦୩.୧୬
ଦିବା – ୦୪.୦୪ ରୁ ୦୪.୧୦
ରାତ୍ରି – ୦୨.୨୭ ରୁ ୦୩.୧୫
ଅଶୁଭ ସମୟ –
ରାହୁକାଳ – ଦିବା ୦୮.୩୯ ରୁ ୧୦.୦୯
କାଳବେଳା – ପ୍ରାତଃ ୦୫.୩୮ ରୁ ୦୭.୦୮ ଓ ଦିବା ୦୪.୧୦ ରୁ ୦୫.୪୧
ବାରବେଳା- ଦିବା ୦୧.୧୦ ରୁ ୦୨.୪୦
କାଳରାତ୍ରି – ସନ୍ଧ୍ୟା ୦୫.୪୧ ରୁ ୦୭.୧୦ ଓ ରାତ୍ରି ୦୪.୦୯ ରୁ ୦୫.୩୮