Published By: Ruby – Prameya-News7 Bureau | September 18, 2025 01:36 PM
NEWS7
ଭୁବନେଶ୍ବର ୧୮।୯: କଂଗ୍ରେସ ଆଣିଲା ଅନାସ୍ତା ପ୍ରସ୍ତାବ । ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଛି ଅନାସ୍ଥା ପ୍ରସ୍ତାବ । କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଚିଠି ଦେଇଛନ୍ତି । କଂଗ୍ରେସର ଅନାସ୍ତା ପ୍ରସ୍ତାବରେ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା ମିଳିଛି । ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ଆଣିଛି ଅନାସ୍ଥା ।




