ଭଦ୍ରା ହିତାଧିକାରୀଙ୍କୁ ପାଇଁ ଖୁସି ଖବର, ୬୦ ବର୍ଷ ପରେ ମିଳିବ ପେନସନ

ଭଦ୍ରା-ହିତାଧିକାରୀଙ୍କୁ-ପାଇଁ-ଖୁସି-ଖବର,-୬୦-ବର୍ଷ-ପରେ-ମିଳିବ-ପେନସନ

Published By: Kirti – Prameya-News7 Bureau | September 18, 2025 09:26 AM

NEWS7

Subhadra

ଭୁବନେଶ୍ବର ୧୮।୦୯ : ସୁଭଦ୍ରା ହିତାଧିକାରୀଙ୍କୁ ପାଇଁ ଖୁସି ଖବର । ୬୦ ବର୍ଷ ପରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ। ଏଥିପାଇଁ ହିତାଧିକାରୀଙ୍କୁ ଆବେଦନ କରିବାକୁ ପଡ଼ିବ । ମଧୁବାବୁ ପେନସନ ଯୋଜନା (MBPY) ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP)ରେ ସୁଭଦ୍ରା ଯୋଜନାରେ ପୂର୍ବତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚିଠି ହୋଇଛି। ପ୍ରଥମେ ଅଧିକ ବୟସ୍କ/ଦୁର୍ବଳ ଓ ଅପେକ୍ଷା ତାଲିକାରେ ଲୋକଙ୍କୁ ପ୍ରାଥମିକତା ମିଳିବ​​​​​​​

Scroll to Top