ସୈାର କନ୍ୟା ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୮ ତାରିଖ ଗୁରୁବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି – ୧୨ଶୀ ରାତ୍ରି ୧୧.୨୪ ଗତେ ୧୩ଶୀ । ଘାତଚନ୍ଦ୍ର – ନାସ୍ତି । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୧୧.୨୪ ।

ଶୁଭ ସମୟ-
ପ୍ରାତଃ – ୦୫.୩୮ ରୁ ୦୭.୧୪
Also Read
ସନ୍ଧ୍ୟା – ୦୬.୩୦ ରୁ ୦୯.୪୧
ରାତ୍ରି – ୦୧.୧୦ ରୁ ୦୩.୧୫
ରାତ୍ରି – ୦୪.୦୩ ରୁ ୦୫.୩୮
ଅଶୁଭ ସମୟ –
ରାହୁକାଳ – ଦିବା ୦୧.୧୧ ରୁ ୦୨.୪୧
କାଳବେଳା – ଦିବା ୦୨.୪୧ ରୁ ୦୪.୧୨
ବାରବେଳା- ଦିବା ୦୪.୧୨ ରୁ ୦୫.୪୩
କାଳରାତ୍ରି – ରାତ୍ରି ୧୧.୪୦ ରୁ ୦୧.୧୦