Deepak Murdered Constable: ଶୁଭମିତ୍ରାଙ୍କୁ ହତ୍ୟା, ଚକିତ କଲା ଘଟଣା

deepak-murdered-constable:-ଶୁଭମିତ୍ରାଙ୍କୁ-ହତ୍ୟା,-ଚକିତ-କଲା-ଘଟଣା

କମିଶନରେଟ୍ ପୋଲିସ ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କୁ ହତ୍ୟା କରିଛି ଦୀପକ ରାଉତ। ପୋଲିସ କମିଶନରଙ୍କ ଅଫିସରେ କାର୍ଯ୍ୟରତ କିରାଣୀ ଦୀପକ ରାଉତ ଶୁଭମିତ୍ରାଙ୍କ ତଣ୍ଟି ଚିପି ହତ୍ୟା କରିଛି। ଗତ ୬ ତାରିଖ ସନ୍ଧ୍ୟାରେ ହତ୍ୟା କରିବା ପରେ ନିଜ କାରରେ ନେଇ କେନ୍ଦୁଝର ଜଙ୍ଗଲରେ ପୋତି ଦେଇଥିଲା। ତାଙ୍କୁ ୨୦ ଲକ୍ଷ ଟଙ୍କା ପାଇଁ କରଥିବା ଜେରା ବେଳେ ପୋଲିସ ଆଗରେ ମାନଥିବା ସୂଚନା ମିଳିଛି।

Published By: Chinmayee Sahoo

Last updated: 17 September 2025, 01:28 PM IST

Scroll to Top