ସୈାର କନ୍ୟା ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୭ ତାରିଖ ବୁଧବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି – ୧୧ଶୀ ରାତ୍ରି ୧୧.୩୯ ଗତେ ୧୨ଶୀ । ଘାତଚନ୍ଦ୍ର – ନାସ୍ତି । ଘାତବାର – କର୍କଟ ରାଶିର । ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ପ୍ରାତଃ ୦୬.୨୬ ପର୍ଯ୍ୟନ୍ତ,ତା’ପରେ ରାତ୍ରି ୧୧.୩୯ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
Credit: OTV
Panchang

ଶୁଭ ସମୟ-
ପ୍ରାତଃ – ୦୫.୩୮ ରୁ ୦୮.୦୩
Also Read
ଦିବା – ୧୦.୨୮ ରୁ ୧୧.୪୧
ଦିବା – ୦୧.୪୨ ରୁ ୦୪.୦୭
ସନ୍ଧ୍ୟା – ୦୬.୩୧ ରୁ ୦୭.୧୯
ରାତ୍ରି – ୦୮.୫୪ ରୁ ୦୨.୩୯
ରାତ୍ରି – ୦୪.୦୮ ରୁ ୦୫.୩୮
ଅଶୁଭ ସମୟ –
ରାହୁକାଳ – ଦିବା ୧୧.୪୧ ରୁ ୦୧.୧୧
କାଳବେଳା – ଦିବା ୦୮.୩୯ ରୁ ୧୦.୧୦
ବାରବେଳା- ଦିବା ୧୧.୪୧ ରୁ ୦୧.୧୧
କାଳରାତ୍ରି – ରାତ୍ରି ୦୨.୩୯ ରୁ ୦୪.୦୮