ନ୍ୟାୟପାଳିକା ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ମହଙ୍ଗା ପଡିଲା, ଆଇନଜୀବୀଙ୍କ ଲାଇସେନ୍ସ ସସପେଣ୍ଡ

ନ୍ୟାୟପାଳିକା-ବିରୁଦ୍ଧରେ-ଆପତ୍ତିଜନକ-ମନ୍ତବ୍ୟ-ମହଙ୍ଗା-ପଡିଲା,-ଆଇନଜୀବୀଙ୍କ-ଲାଇସେନ୍ସ-ସସପେଣ୍ଡ

Published By: admin – Prameya-News7 Bureau | September 15, 2025 10:48 PM

NEWS7

Cuttack

କଟକ: ନ୍ୟାୟପାଳିକା ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ମହଙ୍ଗା ପଡିଲାସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ ଆଇନଜୀବୀଆଇନଜୀବୀ ହେମନ୍ତ କୁମାର ନାୟକଙ୍କ ଲାଇସେନ୍ସ ସସପେଣ୍ଡ। ସମ୍ପୃକ୍ତ ଆଇନଜୀବୀଙ୍କ ଲାଇସେନ୍ସକୁ ସସ୍‌ପେଣ୍ଡ କଲା ଷ୍ଟେଟ ବାର କାଉନସିଲଫେସବୁକରେ ଫେକ ଆକାଉଣ୍ଟ ଖୋଲି ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ ହେମନ୍ତହେମନ୍ତଙ୍କ ଓକିଲାତି ଲାଇସେନ୍ସ ୨ ବର୍ଷ ପାଇଁ ସସ୍‌ପେଣ୍ଡ କରାଯାଇଥିବା ପ୍ରେସ ରିଲିଜ ଜରିଆରେ ଜଣାଇଛନ୍ତି ଷ୍ଟେଟ ବାର କାଉନସିଲ

 

Scroll to Top