Gold Prices: ସୁନା ଦରରେ ବୃଦ୍ଧି, ଲାଗୁନି ବ୍ରେକ୍; ଜାଣନ୍ତୁ ଆଜି କେତେ ମୂଲ୍ୟ ରହିଛି

gold-prices:-ସୁନା-ଦରରେ-ବୃଦ୍ଧି,-ଲାଗୁନି-ବ୍ରେକ୍;-ଜାଣନ୍ତୁ-ଆଜି-କେତେ-ମୂଲ୍ୟ-ରହିଛି

ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୦୨,୫୫୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଦର ୯୪,୦୦୦ ଟଙ୍କା ହୋଇଛି ।

ଆଜି ପୁଣି ବଢିଛି ସୁନା ଦର । ଗତ କାଲି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୦୨,୩୩୦  ଟଙ୍କା ଥିବା ବେଳେ ଆଜି ୨୨୦ ଟଙ୍କା ବୃଦ୍ଧି ଘଟି ୧,୦୨,୫୫୦ ଟଙ୍କାକୁ ଛୁଇଁଛି । ୨୨ କ୍ୟାରେଟ ସୁନାର ମୂଲ୍ୟ ଗତ କାଲି ୯୩,୮୦୦  ଟଙ୍କା ଥିବା ବେଳେ ଆଜି ୨୦୦ ଟଙ୍କା ବୃଦ୍ଧି ପାଇ ୯୪,୦୦୦ ଟଙ୍କାରେ ପହଞ୍ଚିଛି । ଗତ କାଲି ୧୮ କ୍ୟାରେଟ ସୁନା ଦର ୭୬,୭୫୦ ଟଙ୍କା ଥିବା ବେଳେ ଆଜି ୧୬୦ ଟଙ୍କା ବୃଦ୍ଧି ପାଇ ୭୬,୯୧୦ ଟଙ୍କାରେ ପହଞ୍ଚିଛି । 

ସେହିପରି ଭୁବନେଶ୍ୱରରେ ଗତ କାଲି ରୂପା ୧ କେଜି ପିଛା ୧,୨୬,୦୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା ବୃଦ୍ଧି ପାଇ ୧,୨୭,୦୦୦ ଟଙ୍କାରେ ପହଞ୍ଚିଛି ।

ଜାଣନ୍ତୁ କେଉଁ ସହରରେ ସୁନା ମୂଲ୍ୟ କେତେ ରହିଛି:

Also Read

ଦିଲ୍ଲୀ: ୨୪ କ୍ୟାରେଟ ସୁନା- ୧୦,୨୭୦ ଟଙ୍କା, ୨୨ କ୍ୟାରେଟ ସୁନା- ୯,୪୧୫ (୧ ଗ୍ରାମ ପିଛା)
ଚେନ୍ନାଇ: ୨୪ କ୍ୟାରେଟ ସୁନା- ୧୦,୨୫୫ ଟଙ୍କା, ୨୨ କ୍ୟାରେଟ ସୁନା- ୯,୪୦୦ (୧ ଗ୍ରାମ ପିଛା)
ବେଙ୍ଗାଲୁରୁ: ୨୪ କ୍ୟାରେଟ ସୁନା- ୧୦,୨୫୫ ଟଙ୍କା, ୨୨ କ୍ୟାରେଟ ସୁନା- ୯,୪୦୦ (୧ ଗ୍ରାମ ପିଛା)
ମୁମ୍ବାଇ: ୨୪ କ୍ୟାରେଟ ସୁନା- ୧୦,୨୫୫ ଟଙ୍କା, ୨୨ କ୍ୟାରେଟ ସୁନା- ୯,୪୦୦ (୧ ଗ୍ରାମ ପିଛା)
କୋଲକାତା: ୨୪ କ୍ୟାରେଟ ସୁନା- ୧୦,୨୫୫ ଟଙ୍କା, ୨୨ କ୍ୟାରେଟ ସୁନା- ୯,୪୦୦ (୧ ଗ୍ରାମ ପିଛା)

ଅଧିକ ପଢନ୍ତୁ: ବଢିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ

ଓଟିଭି ହ୍ଵାଟ୍ସଅପ

Scroll to Top