ହାଇକୋର୍ଟ ରୋଡ୍‌ରେ ୪ ଗାଡ଼ିକୁ ନିଆଁ ଲଗାଇବା ଘଟଣା : ଅଭିଯୁକ୍ତ ମହିଳା ଗିରଫ

ହାଇକୋର୍ଟ-ରୋଡ୍‌ରେ-୪-ଗାଡ଼ିକୁ-ନିଆଁ-ଲଗାଇବା-ଘଟଣା-:-ଅଭିଯୁକ୍ତ-ମହିଳା-ଗିରଫ

ହାଇକୋର୍ଟ ରୋଡ୍‌ରେ ୪ ଗାଡ଼ିକୁ ନିଆଁ ଲଗାଇବା ଘଟଣା : ଅଭିଯୁକ୍ତ ମହିଳା ଗିରଫ

Published By: Ruby – Prameya-News7 Bureau | April 01, 2026 10:29 AM

NEWS7

News Update

କଟକ ୧।୪: ମଙ୍ଗଳବାର ଦିନ ହାଇକୋର୍ଟ ରୋଡରେ ଚାରୋଟି ଗାଡ଼ିକୁ ମହିଳା ନିଆଁ ଲଗାଇବା ଘଟଣା । ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି । ମହିଳାଙ୍କ ସମ୍ପର୍କୀୟଙ୍କୁ ଓ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରୁଛି ପୋଲିସ । ମହିଳା ଆସିଥିବା ସ୍ଥାନ ଓ ନିଆଁ ଲଗାଇବା ଅଞ୍ଚଳର ସମସ୍ତ ସିସି କ୍ୟାମେରା ଓ ଭିଡିଓକୁ ତର୍ଜମା କରାଯାଉଛି । ତାଙ୍କ ପ୍ରକୃତ ଘର ଓ ସାଙ୍ଗରେ ଥିବା ପିଲାର ଯାଞ୍ଚ ଚାଲିଛି ବୋଲି କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି ।

Scroll to Top