ସ୍ଵତନ୍ତ୍ର କାରାଗାରରୁ ବିଚାରାଧୀନ କଏଦୀ ଫେରାର, ହତ୍ୟା ଉଦ୍ୟମ ମାମଲାରେ ଜେଲ୍‌ରେ ଥିଲେ

ସ୍ଵତନ୍ତ୍ର-କାରାଗାରରୁ-ବିଚାରାଧୀନ-କଏଦୀ-ଫେରାର,-ହତ୍ୟା-ଉଦ୍ୟମ-ମାମଲାରେ-ଜେଲ୍‌ରେ-ଥିଲେ

Published By: Ruby – Prameya-News7 Bureau | September 17, 2025 01:44 PM

NEWS7

Jail

ରାଉରକେଲା ୧୭।୯: ସ୍ଵତନ୍ତ୍ର କାରାଗାରରୁ ବିଚାରାଧୀନ କଏଦୀ ଫେରାର । ଜେଲ୍ ପରିସରରେ ଥିବା ଟାୱାର ସାହାଯ୍ୟରେ ପାଚେରୀ ଡେଇଁ ଫେରାର ହୋଇଯାଇଛନ୍ତି କଏଦୀ । ଫେରାର ବିଚାରଧୀନ କଏଦୀ ଜଣଙ୍କ ହେଲେ ସୁରେଶ ବାର୍ଲା । ଏକ ହତ୍ୟା ଉଦ୍ୟମ ମାମଲାରେ ବିଚାରଧୀନ କଏଦୀ ଭାବରେ ଜେଲ୍‌ରେ ଥିଲା । ବୁଧବାର ପୂର୍ବାହ୍ନରେ ଫେରାର ବିଚାରାଧୀନ କଏଦୀକୁ ଜେଲ୍ ବିଭାଗ ସହ ପୋଲିସ ଖୋଜୁଛି ।

Scroll to Top