ସୁକମାରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ତିଆରି କାରଖାନା ଧ୍ୱଂସ କଲେ ସୁରକ୍ଷାକର୍ମୀ

ସୁକମାରେ-ମାଓବାଦୀଙ୍କ-ଅସ୍ତ୍ରଶସ୍ତ୍ର-ତିଆରି-କାରଖାନା-ଧ୍ୱଂସ-କଲେ-ସୁରକ୍ଷାକର୍ମୀ

ସୁକମାରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ତିଆରି କାରଖାନା ଧ୍ୱଂସ କଲେ ସୁରକ୍ଷାକର୍ମୀ

Published By: Ruby – Prameya-News7 Bureau | November 04, 2025 06:23 PM

NEWS7

Sukma

ମାଲକାନଗିରି ୪୧୧: ମାଲକାନଗିରି ଛତିଶଗଡ଼ ସିମାନ୍ତ ସୁକମା ଜିଲ୍ଲାରେ ମାଓବାଦୀଙ୍କ ଏକ ଅସ୍ତ୍ରଶସ୍ତ୍ର ତିଆରି କାରଖାନାକୁ ଧ୍ୱଂସ କରିଛନ୍ତି ସୁରକ୍ଷାକର୍ମୀ । ମାଓବାଦୀଙ୍କ ଅସ୍ତ୍ର କାରଖାନାରୁ ୧୭ଟି ରାଇଫଲ୍, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ନିର୍ମାଣ  ଉପକରଣ ଉଦ୍ଧାର କରାଯାଇଛି । ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ଲାଗି ମାଓବାଦୀ ମାନେ କରୁଥିଲେ ବଡ଼ ଯୋଜନା । DRG ଜବାନ ମାନେ ଅପରେସନ କରି ଏହାକୁ ପଣ୍ଡ କରିଛନ୍ତି । ଅନେକ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିବା ପରେ ମାଓ ସଂଗଠନକୁ ଶକ୍ତ ଝଟକା ଲାଗିଛି । ମାଓ ସଙ୍ଗଠନ ମୁଣ୍ଡ ଟେକିବା ସହ ଏକ ବଡ଼ ହିଂସାକାଣ୍ଡର ଯୋଜନା କରୁଥିଲେ ବୋଲି ସୁକମା SP କିରଣ ଚୌହାନ କହିଛନ୍ତି 

Scroll to Top