ସାମାନ୍ୟ ବଚସାରୁ ଫୁଟିଲା ଗୁଳି, ଦୁଇ ଆହତ ମେଡିକାଲରେ ଭର୍ତ୍ତି

ସାମାନ୍ୟ-ବଚସାରୁ-ଫୁଟିଲା-ଗୁଳି,-ଦୁଇ-ଆହତ-ମେଡିକାଲରେ-ଭର୍ତ୍ତି

ସାମାନ୍ୟ ବଚସାରୁ ଫୁଟିଲା ଗୁଳି, ଦୁଇ ଆହତ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଲୁହାଖାଁ ଗାଁରେ ଗୁଳିକାଣ୍ଡ । ସାମାନ୍ୟ ବଚସାରୁ ଫୁଟିଲା ଗୁଳି । ଗୁଳିମାଡ଼ରେ ଦୁଇ ଜଣ ଆହତ ସୂଚନା ।

Published By: Ruby – Prameya-News7 Bureau | March 04, 2026 05:06 PM

NEWS7

Bolangir News

ବଲାଙ୍ଗିର ୪।୩: ସାମାନ୍ୟ ବଚସାରୁ ଫୁଟିଲା ଗୁଳି । ଗୁଳିମାଡ଼ରେ ଦୁଇ ଜଣ ଆହତ ସୂଚନା । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଲୁହାଖାଁ ଗାଁରେ ଗୁଳିକାଣ୍ଡ ଘଟିଛି । ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏ ଖବର ବି ପଢ଼ନ୍ତୁ:- ବିଚାରଗତ ଲଢେଇରେ ସମ୍ପର୍କର ସ୍ଥାନ ନାହିଁ ; ଶେଷ ମୁହୂର୍ତ୍ତରେ ସହଯୋଗ ମାଗିଲେ ମୁଁ କିଛି କରିପାରିବିନି

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଲୁହାଖାଁ ଗାଁରେ ଗୁଳିକାଣ୍ଡ ଘଟିଛି । ସାମାନ୍ୟ ବଚସାରୁ ଫୁଟିଲା ଗୁଳି । ଗୁଳିମାଡ଼ରେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଦୁଇ ଜଣ ହେଲେ ରଞ୍ଜିତ ଭାଟି ଓ ଆଦି ଭାଟି । ଆହତ ସମସ୍ତଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳି ଚଳାଇଥିବା ଦୁଇ ଜଣ ହେଲେ ସୁଭମ ମେହେର ଓ ନକୁଳ ଭୁଏ । ଦେଓଗାଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Scroll to Top