ସର୍ଟ ସର୍କିଟ୍ ଆପାର୍ଟମେଣ୍ଟ ଲିଫ୍ଟରେ ଲାଗିଗଲା ନିଆଁ, ଫସିଥିବା ମହିଳା ସୁରକ୍ଷିତ ଉଦ୍ଧାର

ସର୍ଟ-ସର୍କିଟ୍-ଆପାର୍ଟମେଣ୍ଟ-ଲିଫ୍ଟରେ-ଲାଗିଗଲା-ନିଆଁ,-ଫସିଥିବା-ମହିଳା-ସୁରକ୍ଷିତ-ଉଦ୍ଧାର

ସର୍ଟ ସର୍କିଟ୍ ଆପାର୍ଟମେଣ୍ଟ ଲିଫ୍ଟରେ ଲାଗିଗଲା ନିଆଁ, ଫସିଥିବା ମହିଳା ସୁରକ୍ଷିତ ଉଦ୍ଧାର

Published By: Ruby – Prameya-News7 Bureau | March 26, 2026 11:43 AM

NEWS7

Apartment Fire

ଭୁବନେଶ୍ବର ୨୬।୩: ଚନ୍ଦ୍ରଶେଖରପୁର ଶ୍ରୀ ବିହାର ବାଦଶାହ କର୍ଣ୍ଣର ଆପାର୍ଟମେଣ୍ଟରେ ଲାଗିଲା ନିଆଁ । ଆପାର୍ଟମେଣ୍ଟ ଲିଫ୍ଟରେ ଲାଗିଲା ନିଆଁ । ଲିଫ୍ଟରେ ନିଆଁ ଲାଗିଥିବା ବେଳେ ଫସିଗଲେ ଜଣେ ମହିଳା । ଆପାର୍ଟମେଣ୍ଟ ବାସିନ୍ଦା ମହିଳାଙ୍କୁ ଉଦ୍ଧାର କଲେ । ତେବେ ବାଲି ପକାଇ ଲିଫ୍ଟ ନିଆଁ ଲିଭାଇଲେ । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଛି । ମହିଳା ଜଣଙ୍କ ସୁରକ୍ଷିତ ଥିବା ବେଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି ।

Scroll to Top