ସଫଳତା NIT ରାଉରକେଲାର ନିର୍ଦ୍ଦେଶକଙ୍କ ଆଖିରେ ଖୁସିର ଲୁହ ଭରି ଦେଇଛି

ସଫଳତା-nit-ରାଉରକେଲାର-ନିର୍ଦ୍ଦେଶକଙ୍କ-ଆଖିରେ-ଖୁସିର-ଲୁହ-ଭରି-ଦେଇଛି
  • Home
  • Videos
  • Education
  • ସଫଳତା NIT ରାଉରକେଲାର ନିର୍ଦ୍ଦେଶକଙ୍କ ଆଖିରେ ଖୁସିର ଲୁହ ଭରି ଦେଇଛି

ରାଉରକେଲା ଏନଆଇଟି ଚଳିତ ବର୍ଷ ସାରା ଦେଶରେ ନାଁ କରିଛି। ଦେଶରେ ଥିବା ସମସ୍ତ ଇଞ୍ଜିନିରିଙ୍ଗ୍ କଲେଜ ମଧ୍ୟରେ NIT ରାଉରକେଲା ୧୩ ତମ ସ୍ଥାନକୁ ଉନ୍ନୀତ ହୋଇଛି । ଏହି ସଫଳତା NIT ରାଉରକେଲାର ନିର୍ଦ୍ଦେଶକଙ୍କ ଆଖିରେ ଖୁସିର ଲୁହ ଭରି ଦେଇଛି।

Published By: Tapan Kumar Swain

Last updated: 05 September 2025, 05:08 PM IST

Other Videos

କାନ୍ଧରେ ଗାମୁଛା, ହାତରେ ବଙ୍କୁଲି ବାଡ଼ି। ସାଥିରେରେ ଖଣ୍ଡିଏ ଖବରକାଗଜ। ବୟସ ପାଖାପାଖି ୮୫ ଛୁଇଁଲାଣି। ହେଲେ ଏବେବି ସ୍କୁଲକୁ ଆସି ବିନା ପାରିଶ୍ରମିକରେ ପାଠ ପଢ଼ାନ୍ତି ଦୀନବନ୍ଧୁ ସାର୍ ।

Teacher

Top stories

Copyright © 2025 – Odisha Television Limited All Rights Reserved.

Scroll to Top