ଶନିବାର ସଂଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଶନିବାର-ସଂଧ୍ୟାରେ-ରାଜ୍ୟ-କ୍ୟାବିନେଟ-ବୈଠକ,-ବହୁ-ଗୁରୁତ୍ୱପୂର୍ଣ୍ଣ-ପ୍ରସ୍ତାବ-ଉପରେ-ଲାଗିପାରେ-ମୋହର

ଶନିବାର ସଂଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର

Published By: Kirti – Prameya-News7 Bureau | February 14, 2026 08:50 AM

NEWS7

cabinet

ଭୁବନେଶ୍ୱର ୧୪।୦୨ : ଶନିବାର ସଂଧ୍ୟାରେ ବସିବ ମନ୍ତ୍ରୀ ପରିଷଦ ବୈଠକ । ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ଚିଠା ପ୍ରସ୍ତାବକୁ ଆଜି ମୋହର ମାରିବ ମନ୍ତ୍ରୀ ପରିଷଦ । ୨୦୨୬-୨୭ ଆର୍ଥିକ ବର୍ଷ ବଜେଟ ଚିଠା ପ୍ରସ୍ତାବକୁ ଏହି ବୈଠକରେ ମିଳିବ ଅନୁମୋଦନ । ସେହିପରି ଶନିବାର ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ ଏହି କ୍ୟାବିନେଟ ବୈଠକ । ତେବେ ବସିବାକୁ ଥିବା କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ ।

Scroll to Top