ରାହାସ ଯାତ୍ରା ଦେଖିବାକୁ ଯାଇ ପଥର ସନ୍ଧିରେ ଫସିଗଲେ ମହିଳା, ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ରାହାସ-ଯାତ୍ରା-ଦେଖିବାକୁ-ଯାଇ-ପଥର-ସନ୍ଧିରେ-ଫସିଗଲେ-ମହିଳା,-ଉଦ୍ଧାର-କଲେ-ଅଗ୍ନିଶମ-ବାହିନୀ

ରାହାସ ଯାତ୍ରା ଦେଖିବାକୁ ଯାଇ ପଥର ସନ୍ଧିରେ ଫସିଗଲେ ମହିଳା, ଉଦ୍ଧାର କଲେ ଅଗ୍ନିଶମ ବାହିନୀ

Published By: Ruby – Prameya-News7 Bureau | November 05, 2025 05:50 PM

NEWS7

Sambalpur

ସମ୍ବଲପୁର ୫।୧୧: ସମ୍ବଲପୁର ଭଣ୍ଡାରୀମାଲ ଗାଁରେ ପଥର ସନ୍ଧି ବା ଗୁମ୍ପାରେ ଫସିଥିବା ମହିଳା ହେଲେ ଉଦ୍ଧାର ସୁରକ୍ଷିତ ଭାବରେ ମହିଳାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ୬ ଘଣ୍ଟା ଧରି ଫସି ରହିବା ପରେ ମହିଳା ଉଦ୍ଧାର ହୋଇଛନ୍ତି ମହିଳା ଜଣକ ମେଘପାଲର ମନୋଜ ମେହେରଙ୍କ ସ୍ତ୍ରୀ ସୁଜାତା ମେହେର

ସୂଚନାଯୋଗ୍ୟ ଯେ, ବୁଧବାର ରାହାସ ଯାତ୍ରା ଦେଖିବାକୁ ଯାଇଥିଲେ ସ୍ବାମୀସ୍ତ୍ରୀ ତେବେ ସୁଜାତା ପଥର ସନ୍ଧିରେ ପଶି ଆରପାର୍ଶ୍ବକୁ ବାହାରିବାକୁ ଚେଷ୍ଟା କରୁଥିବା ବେଳେ ଭିତରେ ଫସି ରହିଥିଲେ ସେହି ପଥର ସନ୍ଧିର ପଥର କାଟି ଅଗ୍ନିଶମ ବାହିନୀ ମହିଳାଙ୍କୁ ଉଦ୍ଧାକ କରିଛନ୍ତି । ମହିଳାଙ୍କୁ ପ୍ରଥମେ ସଦର ମେଡିକାଲ ଓ ପରେ ଭୀମସାର ସ୍ଥାନାନ୍ତର କରାଯାଇଛି ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡିଛି

Scroll to Top