ଯାତ୍ରା ପ୍ରେମୀଙ୍କ ପାଇଁ ଖୁସି ଖବର, ପିୟୁଷଙ୍କ ଅଭିନୟରେ ଆଉ ଲାଗିବନି ରୋକ୍‌

ଯାତ୍ରା-ପ୍ରେମୀଙ୍କ-ପାଇଁ-ଖୁସି-ଖବର,-ପିୟୁଷଙ୍କ-ଅଭିନୟରେ-ଆଉ-ଲାଗିବନି-ରୋକ୍‌

ଯାତ୍ରା ପ୍ରେମୀଙ୍କ ପାଇଁ ଖୁସି ଖବର, ପିୟୁଷଙ୍କ ଅଭିନୟରେ ଆଉ ଲାଗିବନି ରୋକ୍‌

Published By: Chandan – Prameya-News7 Bureau | March 10, 2026 02:41 PM

NEWS7

Piyush

ଭୁବନେଶ୍ୱର: ଯାତ୍ରା ପ୍ରେମୀଙ୍କ ପାଇଁ ଖୁସି ଖବର। ପିୟୁଷଙ୍କ ଅଭିନୟରେ ଆଉ ଲାଗିବନି ଅଙ୍କୁଶ। ପୀୟୁଷ ମଞ୍ଚରେ ଅଭିନୟ କରିବା ନେଇ ତଳ କୋର୍ଟର ରାୟକୁ ଭୁବନେଶ୍ୱରର ଜିଲ୍ଲା ଜଜ୍ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। । ଅପେରା ସୂର୍ଯ୍ୟ ମନ୍ଦିର କରିଥିଲା ଏ ଚ୍ୟାଲେଞ୍ଜ କରିଥିଲା। ତେବେ ତଳକୋର୍ଟର ରାୟକୁ ଜିଲ୍ଲା ଜଜ୍ କୋର୍ଟ କାଏମ ରଖିଛନ୍ତି।

also-ଗାଧୋଇବାକୁ ଯାଇଥିଲେ ଦୁଇ ଭାଇ, ପାଣି ବୁଡ଼ି ଚାଲିଗଲା ଉଭୟଙ୍କ ଜୀବନ

Scroll to Top