ମୋରଡା ବ୍ଲକ୍ରେ ଭିଜିଲାନ୍ସ ଚଢ଼ାଉ, ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ କିରାଣୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ
Published By: Ruby – Prameya-News7 Bureau | November 14, 2025 04:27 PM
NEWS7
ମୋରଡା ୧୪।୧୧: ମୋରଡା ବ୍ଲକ୍ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ । ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ବ୍ଲକ କାର୍ଯ୍ୟାଳୟର କିରାଣୀ ପ୍ରାର୍ଥ ଶଙ୍କର ଚେଲଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍ । ମାଣତ୍ରି ଚନ୍ଦନପୁର ଗ୍ରାମର ଗଦାଧର ସରେନଙ୍କ ଠାରୁ ନେଉଥିଲେ ଲାଞ୍ଚ ।
ସୂଚନାଯୋଗ୍ୟ ଯେ, ଗଦାଧରଙ୍କ ଅବସର କାଳୀନ କ୍ଲିୟରାନ୍ସ ପାଇଁ ନେଉଥିଲେ ୨ ହଜାର ଟଙ୍କା । ଗଦାଧର ଏହି ବ୍ଲକରେ ପୂର୍ବରୁ ଭିଏଲ୍ଡବ୍ଲୁ ଥିଲେ ।




