ମାନିଲାନି ଆଇସିସି, ଟି-୨୦ ବିଶ୍ଵକପକୁ ବହିଷ୍କାର କଲା ବାଂଲାଦେଶ

ମାନିଲାନି-ଆଇସିସି,-ଟି-୨୦-ବିଶ୍ଵକପକୁ-ବହିଷ୍କାର-କଲା-ବାଂଲାଦେଶ

ମାନିଲାନି ଆଇସିସି, ଟି-୨୦ ବିଶ୍ଵକପକୁ ବହିଷ୍କାର କଲା ବାଂଲାଦେଶ

Published By: Deepak – Prameya-News7 Bureau | January 22, 2026 04:53 PM

NEWS7

T 20 world Cup 2026

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପକୁ ଆଉ ବାକି ରହିଲା ୧୫ ଦିନ। ଏହା ପୂର୍ବରୁ ଆସିଛି ବଡ଼ ଖବର। ଟି-୨୦ ବିଶ୍ଵକପକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ କ୍ରିକେଟ୍ ବୋର୍ଡ। ବାଂଲାଦେଶ ସରକାର ଯୁକ୍ତି ବାଢିଛନ୍ତି ଯେ, ଭାରତରୁ ମ୍ୟାଚ୍ ସ୍ଥାନାନ୍ତର କରିବା ଆମର ଦାବିକୁ ଆଇସିସି ଅଗ୍ରାହ୍ୟ କରି ଦେଇଛି। ତେଣୁ ବାଂଲାଦେଶ କ୍ରିକେଟ୍ ଦଳ ଟି-୨୦ ବିଶ୍ଵକପରେ ଅଂଶଗ୍ରହଣ କରିବ ନାହିଁ।

Updating…

Scroll to Top