ମହଙ୍ଗା ପଡ଼ିଲା ଖର୍ଚ୍ଚର ହିସାବ ନଦେବା, ୭୨ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମାସକର ଦରମା ବନ୍ଦ

ମହଙ୍ଗା-ପଡ଼ିଲା-ଖର୍ଚ୍ଚର-ହିସାବ-ନଦେବା,-୭୨-ପ୍ରଧାନ-ଶିକ୍ଷକ/ଶିକ୍ଷୟିତ୍ରୀଙ୍କ-ମାସକର-ଦରମା-ବନ୍ଦ

ମହଙ୍ଗା ପଡ଼ିଲା ଖର୍ଚ୍ଚର ହିସାବ ନଦେବା, ୭୨ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମାସକର ଦରମା ବନ୍ଦ

Published By: Ruby – Prameya-News7 Bureau | January 22, 2026 11:21 AM

NEWS7

Puri News

ପୁରୀ ୨୨।୧: ଆକ୍ସନ ମୋଡ୍‌ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ । ମହଙ୍ଗା ପଡ଼ିଲା ଖର୍ଚ୍ଚର ହିସାବ ନଦେବା । ୭୨ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମାସକର ଦରମା ବନ୍ଦ । ଚିଠି ଜରିଆରେ ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ ।

ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ ଓ ସାପ କାମୁଡା ସଚେତନ ପାଇଁ ଅର୍ଥ ଦିଆଯାଇଥିଲା । ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ପାଇଁ ଏହି ଅର୍ଥ ପ୍ରଦାନ କରାଯାଇଥିଲା ।

Scroll to Top